ଢେଁପ୍ଲିବା
ଢେଁକ୍ଲିବା (ଦେଖ) - Ḍheṅklibā (See)
ଗଡ଼ଜାତରେ ସବାରୀ କାନ୍ଧିଆ ବେହେରାଙ୍କ ଡାକବିଶେଷ —One of the words uttered by Palki bearers in the Orissa States.
(ଯଥା—ଢେଁପ୍ଲିବା, ଢିପେଇଥିବା)