ଢିପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଢିପ (ଦେଖ) - ୧. Ḍhipa (see).
୨. ଯେଉଁ ବ୍ୟକ୍ତି ତଳିପାର ଗୋଟିଏ ଅଂଶରେ ଭରାଦେଇ ଚାଲେ; ଟିପେଇ ଟିପେଇ ଚାଲିବା — ୨. Limping; halting.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ପିଲାମାନଙ୍କ ବଜାଇବା ଏକପ୍ରକାର ବାଜା —A kind of musical instrument played by children.

ରଜରେ ବାଳକ ବାଳିକାମାନେ ଦୋଳିରେ ଉପବେଶନ ଓ ଢିପା ବଜାଇବା ଇତ୍ୟାଦିରେ କାଳକ୍ଷେପ କରିବାକୁ ବଡ ଆମୋଦ ବୋଧ କରନ୍ତି ଗଡ଼ଜାତବାସିନୀ ୨୨/୬/୨୯/: