ଢିପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଢପଣା—ଅନ୍ୟରୂପ)

ଦେଶଜ - ବି (ସଂସ୍କୃତ - ସ୍ତୁପ ବା ଦ୍ୱୀପ) ସମ୍ପାଦନା

୧. ଦ୍ୱୀପାକାର ବା ଉଚ୍ଚ ଭୂମି; କୁଦ —୧. High land; high ground.
୨. ମାଟିର ସ୍ତୁପ —୨. Mound of earth; a raised land; hillock.

ଦେଶଜ - ବିଶେଷଣ - ସମ୍ପାଦନା

ଉଚ୍ଚ; ଢିପ —Heigh; raised.

ଚତୁରସ୍ରେ ଦ୍ୱିପ ଯେ ଖାଲ କୋଣଯାଏ କୃଷ୍ଣସିଂହ. ମହାଭାରତ. ବନ