ଢିପ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଢପଣା—ଅନ୍ୟରୂପ)

ଦେଶଜ - ବି (ସଂସ୍କୃତ - ସ୍ତୁପ ବା ଦ୍ୱୀପ)

ସମ୍ପାଦନା
୧. ଦ୍ୱୀପାକାର ବା ଉଚ୍ଚ ଭୂମି; କୁଦ —୧. High land; high ground.
୨. ମାଟିର ସ୍ତୁପ —୨. Mound of earth; a raised land; hillock.

ଦେଶଜ - ବିଶେଷଣ -

ସମ୍ପାଦନା

ଉଚ୍ଚ; ଢିପ —Heigh; raised.

ଚତୁରସ୍ରେ ଦ୍ୱିପ ଯେ ଖାଲ କୋଣଯାଏ କୃଷ୍ଣସିଂହ. ମହାଭାରତ. ବନ