ଡୁମା
ଡୁମା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାବଡ଼ଜାତିଆ ଅଣ୍ଡିରା ଗୋବରା ଚଢ଼େଇ —A male of a large species of Gobarā bird.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଳ. ଇଂରାଜୀ - ଡିମନ୍)
ସମ୍ପାଦନାଅସୁର —Devil.
ପ୍ରାଦେଶିକ - (କଳାହାଣ୍ଡି) ବିଶେଷଣ - ସ୍ତ୍ରୀ.
ସମ୍ପାଦନାଡାହାଣୀ —Witch.
ଦେଶଜ - ବିଶେଷଣ -
ସମ୍ପାଦନାଡିମ୍ୱା ଡିମ୍ୱା (ଦେଖ) - — Ḍimbā ḍimbā (See)