ଡିମ୍ୱା ଡିମ୍ୱା
ଡିମ୍ୱା ଡିମ୍ୱା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଡିମ୍ୱା ଡିମ୍ୱା
|
ଦେଶଜ - ବିଶେଷଣ -(ସଂସ୍କୃତ - ଡିମ୍ୱ)
ସମ୍ପାଦନା- ୧. ଆବୁଆବୁଆ — ୧. Bulbous.
ଯଥା—ତାଙ୍କ ଦେହରେ ଡିମ୍ୱାଡିମ୍ୱା ହୋଇ କଅଣ ଗୁଡ଼ାଏ ବାହାରି ଗଲାଣି)
- ୨. ଡିମ୍ୱପରି ଫୁଲି ଥିବା (ଆଖି) — ୨. Swollen (eye).
(ଯଥା—କାନ୍ଦି କାନ୍ଦି ତା ଆଖି ଡିମ୍ୱା ଡିମ୍ୱା ହେଲାଣି)
- ୩. ଡିମ୍ୱାକୃତି; ଡିମ୍ୱପରି ବୃତ୍ତାଭାସ ଆକାର ବିଶିଷ୍ଟ — ୩. Oval; elliptical; egg-shaped,
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଡିମ୍ୱପରି ଆକୃତି ବିଶିଷ୍ଟ ପଦାର୍ଥ — ୧. Any egg-shaped thing.
- ୨. ବହୁକାଳ ହେଲା ଗୋଦରା ହୋଇଥିବା ରୋଗୀର ଗୋଦର ଗୋଡ଼ ଉପରେ ବାହାରିବା ଅଣ୍ଡାକାର ଆବୁମାନ — ୨. Bulbous tumours appearing on the legs swollen with elephantiasis for a very long time.
- ୩. ଅଙ୍ଗ ପ୍ରତ୍ୟଙ୍ଗରେ ଆଳୁବାତ୍ରା ପରି ଫୁଲି ଥିବା ଫୁଲା ବା ଆବୁ —୩. Egg-shaped protuberances appearing on the body.