ଡିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ବୀ=ଅଣକ କିମ୍ୱା ସଂସ୍କୃତ - ଡିମ୍ୱ; କିମ୍ୱା ତା. ଡିବ୍ୱା) ସମ୍ପାଦନା

୧. ପାନ ବଟା; ଭଙ୍ଗା ପାନ ବା ପାନଖିଲ ରଖିବାପାଇଁ ବ୍ୟବହୃତ ଧାତୁମୟ ଆବରଣଯୁକ୍ତ ପାତ୍ର — ୧. Betel-case made of metal.
୨. ଧାନ ମାପିବାର ଛୋଟ ଗଉଣୀ — ୨. A corn-measuring pot.
୩. ଧାତୁନିର୍ମିତ ଆବରଣଯୁକ୍ତ ଛୋଟ ପାତ୍ର; ସମ୍ପୁଟ — ୩. A metal casket.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

କିରାସିନି ତେଲ ଜଳିବାର ଡିବି; ଡିବିରି; ଚିମ୍ନୀ ଲାଗି ନ ଥିବା କେରାସିନ୍ ତେଲ ଜଳିବା ଟିଣର ଦୀପ — A kerosine burner or lamp without a chimney.

(ମେଦିନୀପୁର)—ବି ସମ୍ପାଦନା

କରାଟ —A small metal box for putting small things and carrying it in the waist-cloth.

ଦେଶଜ - ବିଶେଷଣ - ସମ୍ପାଦନା

ଡିମ୍ୱା (ଦେଖ) - —Ḍimbā (See)