ଡାକୁଣୀ
ଡାକୁଣୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଡାକିନୀ)
ସମ୍ପାଦନାଡାଙ୍କେଣୀ (ଦେଖ) - Ḍāṅkeṇi (See)
ଏ ଡାକୁଣୀକୁ କାହିଁକି ଛନ୍ଦି ହେଲୁରେ ପଦିଆ ଭିକାରୀ. ଯୌତୁକ
ଡାକୁଣୀ
ଉଚ୍ଚାରଣ
ସମ୍ପାଦନା(ଡାକୁଣୀ; ଡାକେଣୀ, ଡାଙ୍କୁଣୀ, ଡାଙ୍କେଣୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଡାକିନୀ)
ସମ୍ପାଦନାଡାଙ୍କେଣୀ (ଦେଖ) - Ḍāṅkeṇī (See)
ପ୍ରୀତି ସ୍ୱର୍ଗଦେବୀ, ମାୟା ଶ୍ମଶାନ ଡାଙ୍କୁଣୀ ଚିନ୍ତାମଣି. ବିକ୍ରମାଦିତ୍ୟ