ଡାଙ୍କେଣୀ
ଡାଙ୍କେଣୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଡାକି(କୁ)(କେ)ଣୀ, ଡଙ୍କୁଣୀଅନ୍ୟରୂପ
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଡାକିନୀ)
ସମ୍ପାଦନାଡାକିନୀ; କାଳୀଙ୍କ ଗଣଭୁକ୍ତା ଅପଦେବତା; ଯୋଗିନୀ — ୧. The female attendants of Goddess Kāḻī.
- ୨. ଡାହାଣୀ — ୨. Witch; sorceress.
- ୩. (ଗାଳିରେ ବ୍ୟବହୃତ) ଦୁଷ୍ଟା ସ୍ତ୍ରୀ — ୩. Wicked woman.
- ୪. ଝାଡ଼ାକଇ ରୋଗ —୪. Cholera.
(ଯଥା—ଡାହାଣୀ ତଳେ ନୋଟ ଦେଖ )