ଡଙ୍କୁଣୀ

ଉଚ୍ଚାରଣ

ସମ୍ପାଦନା
(ଡଙ୍କୁଣୀ—ପୁଂ) 

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ(ସଂସ୍କୃତ - ଡାକିନୀ)

ସମ୍ପାଦନା

ଡାଙ୍କେଣୀ (ଦେଖ) - Ḍāṅkeṇī (See)

ଶାରିଆ ବାଛୁରୀକୁ ଡଙ୍କଣୀଟା ବୋଲି ଗାଳି ଦିଏ ଫକୀରମୋହନ. ଛଅମାଣ ଆଠଗଣ୍ଠ