ଡଙ୍କୁଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡଙ୍କୁଣୀ—ପୁଂ) 

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ(ସଂସ୍କୃତ - ଡାକିନୀ) ସମ୍ପାଦନା

ଡାଙ୍କେଣୀ (ଦେଖ) - Ḍāṅkeṇī (See)

ଶାରିଆ ବାଛୁରୀକୁ ଡଙ୍କଣୀଟା ବୋଲି ଗାଳି ଦିଏ ଫକୀରମୋହନ. ଛଅମାଣ ଆଠଗଣ୍ଠ