ଠୋକରାଇବା
ଠୋକରାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରି. (ଧ୍ୱନ୍ୟନୁକରଣ; ତୁଳ ସଂସ୍କୃତ - ତ୍ରୋଟି— ପକ୍ଷି ଚଞ୍ଚୁ) ସମ୍ପାଦନା
- ୧. କଠିନ ପଦାର୍ଥକୁ ଚଞ୍ଚୁଦ୍ୱାରା ଧୀରେ ଧୀରେ ଆଘାତ କରିବା; ଖୁମ୍ପିବା — ୧. To peck at.
- ୨. କଠିନ ପଦାର୍ଥରେ ଅନ୍ୟ କଠିନ ବସ୍ତୁକୁ ଧୀରେ ଧୀରେ ଅର୍ଥାତ୍ ଠୁକୁଠୁକୁ ପରି ଆଘାତ କରିବା — ୨. To rap; to knock slowy and repeatedly.
- ୩. ଉପର୍ଯ୍ୟୁପରି ସାମାନ୍ୟ ଠଣମାରିବା — ୩. To repeatedly strike with the knuckle.
- ୪. ଠୋକର ଦେବା (ଦେଖ) - ୪. Ṭkara debā (See)