ଠୋକର ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଠଣା ଠୁଙ୍କିବା — ୧. To strike with the knuckle.


ଅନୁବାଦ ସମ୍ପାଦନା

୨. କଥା କହିବା ବ୍ୟକ୍ତିକୁ କଥା କହୁଥିବା ମଝିରେ ମଝିରେ ତୀବ୍ର ମନ୍ତବ୍ୟ ପ୍ରକାଶପୂର୍ବକ ବାଧା ଦେବା —୨. To obstuct a person during' his speech by passing unpleasant or ironical remarks at intervals.
୩. କୌଣସି ବକ୍ତିକୁ ସାବଧାନ ବା ସତର୍କ କରିଦେବା; ତାକିଦ କରବା —୩. To warn; to give a warning.
୪. ଧୀରେ ଧୀରେ ଆଘାତ କରିବା — ୪. To give slight strokes;