ଠୁଣା
ଠୁଣା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଟୁଣୁକା (ଦେଖ) - ୧. Ṭuṇukā (See)
- ୨. ଆଙ୍ଗୁଠିକୁ ବଙ୍କା କରି ଆଙ୍ଗୁଠିର ଗଣ୍ଠିଦ୍ୱାରା ଅନ୍ୟର ଖପୁରିରେ କରିବା ଆଘାତ ଠଣା —୨. A blow by the knuckle of the fisted fingers dealt on the skull of another.
(ଠୁଣୀ—ସ୍ତ୍ରୀ)
ବିଶେଷଣ - ପୁଂ.
ସମ୍ପାଦନାଠୁଣ୍କା (ଦେଖ) - Ṭhuṇ-kā (See)