ଠୁଣ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଠୁଣକୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ସମ୍ପାଦନା

ଟୁଣୁକା (ଦେଖ) - Ṭuṇukā (See)

ବିଶେଷଣ -[ସଂସ୍କୃତ - ଖଟ୍ଟୁନ=ଖର୍ବ(ଆପ୍ତେ)] ସମ୍ପାଦନା

୧. ବାଙ୍ଗୁରା; ଠୁରା —୨. Dwarf; diminutive.
୨. ଛୋଟ ଅଥଚ ସୁନ୍ଦର —୨. Pretty; small and graceful.
୩. ଛୋଟ ଅଥଚ ମୋଟ ===

(ଠୁଣକା; ଠୁଣୁକା—ଅନ୍ୟରୂପ) ୩. Short and stout; stumpy.