ଠୁକୁରେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଠୋକରାଇବା (ଦେଖ) - Ṭhokarāibā (See)



ଠୁକୁରେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ତ୍ରୋଟି=ପକ୍ଷୀର ଚଞ୍ଚୁ) ସମ୍ପାଦନା

୧. ଠୁକୁ ଠକୁ ଶବ୍ଦ କରି ବା ଦୃଢ଼ ପଦାର୍ଥରେ ସାମାନ୍ୟ ଆଘାତ କରି କୌଣସି କାର୍ଯ୍ୟ କରିବା — ୧. To do anything by making a gentle hard sound.
୨. ଠୋକରାଇବା; ଥଣ୍ଟଦ୍ୱାରା କଠିନ ବସ୍ତୁରେ ସାମାନ୍ୟ ଆଘାତ କରିବା —୨. To peck.