ଠାଉକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠାଉକିଆ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚାଇଁ; ଯେଉଁ ଚୋର ପର ଘରୁ ଛୋଟ ଛୋଟ ବା ଅଳ୍ପ ମୂଲ୍ୟର ଜିନିଷ ଗୃହାସ୍ୱାମୀର ଅସାବଧାନତା ସମୟରେ ଚୋରି କରି ନିଏ — ୧. Petty thief; pilferer.
୨. ଠାଉଆ (ଦେଖ) - —Ṭhāuā (See)