ଠାଉଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠାଉଆ ଚୋର—ଅନ୍ୟରୂପ)

ଯେଉଁ ଚୋର ପୂର୍ବରୁ କୌଣସି ବସ୍ତୁ ଠାବ କରି ବା ଉଣ୍ଡି ପରେ ଚୋରି କରେ —A thief who steals after reconnoitre or preliminary survey.