ଟାଙ୍ଗର

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. (ସଂସ୍କୃତ - ଟଙ୍କ) ବୃକ୍ଷଲତା ହୀନ ପାହାଡ଼ିଆ ଭୂମି; ଟାଙ୍ଗି — ୧. Rocky land; a barren hilly tract.
୨. ମସ୍ତକର କେଶହୀନତା — ୨. Baldness of the head.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

ସମ୍ପାଦନା

ଟେକା — A brickbat or cold of earth for throwing.

ଦେଶଜ - ବିଶେଷଣ -

ସମ୍ପାଦନା

ଟାଙ୍ଗରା (ଦେଖ) - —Ṭāṅgarā (See)