ଟାଙ୍ଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଟଙ୍କ) ବୃକ୍ଷଲତା ହୀନ ପାହାଡ଼ିଆ ଭୂମି; ଟାଙ୍ଗି — ୧. Rocky land; a barren hilly tract.
୨. ମସ୍ତକର କେଶହୀନତା — ୨. Baldness of the head.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଟେକା — A brickbat or cold of earth for throwing.

ଦେଶଜ - ବିଶେଷଣ - ସମ୍ପାଦନା

ଟାଙ୍ଗରା (ଦେଖ) - —Ṭāṅgarā (See)