ଟାଙ୍ଗରା
ଟାଙ୍ଗରା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଟାଙ୍ଗରା
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଟଙ୍କ) ରୋଗବିଶେଷ; ଯେଉଁ ରୋଗ ହେଲେ ମୁଣ୍ଡର ବାଳ ଉପୁଡ଼ି ଯାଏ; ଖଲ୍ୱାଟ; ମସ୍ତକର କେଶହୀନତା —୧. Alopacia; baldness.
- ୨. (ସଂସ୍କୃତ - ତ୍ର୍ୟଙ୍ଗଟ=ଶିକା) ତେଙ୍ଗଡ଼ା; ରନ୍ଧନଶାଳାରେ ହାଣ୍ଡି ଆଦି ରଖିବାରେ ମାଟିର ପିଣ୍ଡୀ ବା ଉଚ୍ଚ ସ୍ଥାନ — ୨. A grooved niche in the kitchen for keeping cooking pots.
ପ୍ରାଦେଶିକ - (ସମ୍ୱଲପୁର; ଗଡ଼ଜାତ)ବିଶେଷଣ -
ସମ୍ପାଦନାପାହାଡ଼ିଆ ଓ ଉଦ୍ଭିଦ— ଶୂନ୍ୟ (ଭୂମି) —Barren and hilly (tract of land).
(ଟାଙ୍ଗରୀ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାଟାଙ୍ଗରା
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଚନ୍ଧାମୁଣ୍ଡିଆ; ଯାହା ମୁଣ୍ଡର ମଝିରୁ ବାଳ ଯାକ ଉପୁଡ଼ି ଯାଇଥାଏ — ୧. Bald-headed.
- ୨. କେଶହୀନ (ମସ୍ତକ) — ୨. Bald (head).