ଟାଙ୍କୁ
ଟାଙ୍କୁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍ଗ=ଜଙ୍ଘ; ଟଙ୍କ=ଗୋଡ଼)
ସମ୍ପାଦନା- ୧. କଟିତଳ ଓ ପିଚା ଉପରର ଅସ୍ଥିମୟ ଅଂଶ; ଠେଙ୍ଗ — ୧. Buttock; rumpilium.
- ୨. ଜଙ୍ଘ —୨. Thigh.
- ୩. ଜଙ୍ଘ ତଳକୁ ଥିବା ଗୋଡ଼ର ଅଂଶ — ୩. Part of the legs below the thigh.
- ୪. ଟାଙ୍କୁଆ (ଦେଖ) - —୪. Ṭāṅkuā (See).
ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର)
ସମ୍ପାଦନାଟାଙ୍କୁଆ (ଦେଖ) - Ṭāṅkuā (See)
ପ୍ରାଦେଶିକ - (ଆଠମଲ୍ଲିକ)
ସମ୍ପାଦନା- କୌଣସି ନିର୍ଦ୍ଦିଷ୍ଟ ଫଳର ମଞ୍ଜି
ଉଦାହରଣ:- ଆମ୍ୱଟାଙ୍କୁ,ତାଳଟାଙ୍କୁ