ଟାଙ୍କୁଆ
ଟାଙ୍କୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟାଙ୍କୁଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ=ପାହାଡ଼)
ସମ୍ପାଦନାଉଇ ହୁଙ୍କା ମଧ୍ୟରେ ଥିବା ଉଇ ବସା (ଏଥରୁ ଛତୁ ଜନ୍ମେ) — Matrix or mould or soft substance found inside the deep cavities of ant-hills from which mushrooms grow out.
ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର) ବିଶେଷ୍ୟ -
ସମ୍ପାଦନାଆମ୍ୱ ଟାକୁଆ — The seed of a mango fruit.