ଟାକାଟକି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଟକାଟକ୍ (ଦେଖ) - Ṭakāṭak (See)

ବିଶେଷଣ -

ସମ୍ପାଦନା
୧. କୌଣସି କାର୍ଯ୍ୟ ନିମନ୍ତେ ପ୍ରତିଦ୍ୱନ୍ଦୀ (ଦୁଇଜଣ ବ୍ୟକ୍ତି); ସ୍ପର୍ଦ୍ଧାନ୍ୱିତ — ୧. Emulating; rival.

ଦୁଇ ମନକୁ ଦୁହେଁ ଟକାଟକି ଭାଳନ୍ତି ପ୍ରୀତି ତୁଟି ନିକି ପ୍ରାଚୀ. ରହସ୍ୟମଞ୍ଜରୀ

୨. ଜିଦାଜିଦୀ (ହେହା ବ୍ୟକ୍ତିଦ୍ୱୟ)—ଜିଦି ବା ବାଜି ମରାମରି (ହେବା ବ୍ୟକ୍ତି) —୨. Staing for competition; betting.

ଅନ୍ୟୋଽନ୍ୟରେ ଯେ ଧ୍ୱଜଦୟ ଯୁଗଳିକ ବିନ୍ଧାବିନ୍ଧି ହେଲେ ହୋଇଣ ଟାକାଟକି କୃଷ୍ଣସିଂହ. ମହାଭାରତ. ଭୂଷ୍ମ