ଟକାଟକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ବିଷୟରେ ଦୁଇଜଣଙ୍କୁ ପରସ୍ପର ପ୍ରତିୟୋଗିତା; ପ୍ରତିଦ୍ୱନ୍ଦିତା; ସ୍ପର୍ଦ୍ଧା — ୧. Emulation; rivalry.
୨. ଜିଦାଜିଦୀ; ଜିଦିମରାମରି — ୧. Envious contention; staking for competition; betting.

(ଯଥା—ସେ ଦୁହିଁଙ୍କର ଖେଳରେ ଭାରି ଟକାଟକ୍ ଲାଗିଛି)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଟକ୍ ଟକ୍ (ଦେଖ) -Ṭak ṭak (See)