ଝୁଲା
ଝୁଲା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)
ସମ୍ପାଦନା- ୧. ଝୁଲିବା — ୧. Swinging; rocking.
ପଦ ପଦକରେ ଯାଚି ଦେଉଥାଏ ଶତ୍ରପଦ ମଣି ନଅଝୁଲା କବିସୂର୍ଯ୍ୟ. ସଙ୍ଗୀତ
- ୨. ଦେହର ଇତସ୍ତତଃ ଚାଳନ — ୨. Bodily movement to and fro.
ଝୁଲା ମଞ୍ଜୁଳ ତୋ ଲଲାମ ଛବିକି ସହସ୍ର ଥରରେ କବିସୂର୍ଯ୍ୟ. ସଂଗୀତ
- ୩. ଦଣ୍ଡି; ନାସିକାର ଅଳଙ୍କାରବିଶେଷ — ୩. A nose -ring with a pendant.
ନାସା ତିଳ ଫୁଳ ତଳେ ଝଲମଲ ବୁଲାକି ଝୁଲି କି ମାନୁଥିଲା କବିସୂର୍ଯ୍ୟ. ସଙ୍ଗୀତ
- ୪. ଦୋଳା; ଦୋଳି — ୪. Cradle; swinging basket.
- ୫. ସଙ୍ଗୀତର ଏକ ପ୍ରକାର ସହଜ ତାଳ — ୫. Name of a light air in music.
- ୬. ଝୋଲା (ଦେଖ) - —୬. Jholā (See)
- ୭. ହାନ୍ଦୋଳା; ଯାନବିଶେଷ — ୭. A swinging sedan chair.
[ଦ୍ରଷ୍ଟବ୍ୟ —ଏହା ମୁଣି ପରି ବାଉଁଶ ମଝିରେ ଝୁଲୁଥାଏ ଏଥିରେ ମନୁଷ୍ୟ ବସିଲେ ବାହକମାନେ ବାଉଁଶର ଦୁଇ ମୁଣ୍ଡକୁ କାନ୍ଧେଇ ଏକ— ସ୍ଥାନରୁ ଅନ୍ୟସ୍ଥାନକୁ ଯାଆନ୍ତି]
- ୮. ଝୁଲାପୋକ; ଯେଉଁ ପୋଲ ଉପରେ ଥିବା ଦଉଡ଼ିକୁ ହାତରେ ଧରି ତହିଁରେ ଝୁଲିଲା ପରି ହୋଇ ମନୁଷ୍ୟମାନେ ପାର ହୁଅନ୍ତି —୮. A swinging bridge which men pass by swinging on a rope.
(ଯଥା— ହରଦ୍ୱାରର ଉତ୍ତରରେ ଲଝମନଝୁଲା)