ଝୋଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ) ସମ୍ପାଦନା

୧. ଏକପ୍ରକାର ଯାନ; ଝୁଲା — ୧. A Swinging sedan chair.


ଅନୁବାଦ ସମ୍ପାଦନା

ବଡ଼ ଥଳିଆ —୨. A big bag.
୩. ପତଳା ଚାଦର —୩. A thin sheet.

କୁସୁମ ପାଖୁଡ଼ା ବିଞ୍ଚି ଝୋଲା ପକାଇ— ଦୀନକୃଷ୍ଣ. ରସକୋଲ୍ଲୋଳ

୪. ଲୁଗାର ମୁଣି ବା ଥଳି; ଝୁଲା — ୪. Wallet; pouch; bag of cloth.

[ଦ୍ରଷ୍ଟବ୍ୟ — ଏହା ଦେହରେ ଦଉ଼ଡ଼ି ଲଗାଇ ଏହାକୁ କାନ୍ଧରୁ କଡ଼ପଟେ ଝଲାଇବାକୁ ହୁଏ କନିଷ୍ଟବଳ ଓ ପଲଣମାନେ ଏହାକୁ ବ୍ୟବହାର କରନ୍ତି]

୫. ଜପମାଳି ରହିବାର ମୁଣି — ୫. A pouch containing rosaries.
୬. ଭିକ୍ଷୁକର ମୁଣି; ଭିକ୍ଷାଝୁଲି — ୬. Beggar's wallet.