ଝସେଇ ପଶିବା
ଝସେଇ ପଶିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଝସି ପଶିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଧର୍ଷଣ+ପ୍ରବେଶ)
ସମ୍ପାଦନା- ୧. କୌଣସି ସ୍ଥାନରେ ବଳପୂର୍ବକ ପ୍ରବେଶ କରିବା —୧. To enter a place forcibly.
ସମୁଦ୍ର ବିଳେ ଯାଇ ପଶିଲେ ଝସାଇ କୃଷ୍ଣସିଂହ. ମହାଭାରତ. ବନ
- ୨. ବହୁଲୋକଙ୍କୁ ଠେଲି ପେଲି କୌଣସି ସ୍ଥାନକୁ ଯିବା — ୨. To force one's way to a place.
ଶଲ୍ୱ ସୈନ୍ୟ ଭିତରେ ଝସାଇ ପଶିଲେ କୃଷ୍ଣସିଂହ. ମହାଭାରତ. ବନ
- ୩. ଦ୍ରୁତଗତିରେ କୌଣସି ସ୍ଥାନକୁ ଯିବା — ୩. To go to a place swiftly.
ସେ ଜଳ ଭିତରେ ପଶିଲା ଝସାଇ କୃଷ୍ଣସିଂହ, ମହାଭାରତ ଆଦି
- ୪. ଝାସିବା (ଦେଖ) - ୪. Jhāsibā (See)