ଝସେଇ ପଶିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଝସି ପଶିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଧର୍ଷଣ+ପ୍ରବେଶ) ସମ୍ପାଦନା

୧. କୌଣସି ସ୍ଥାନରେ ବଳପୂର୍ବକ ପ୍ରବେଶ କରିବା —୧. To enter a place forcibly.

ସମୁଦ୍ର ବିଳେ ଯାଇ ପଶିଲେ ଝସାଇ କୃଷ୍ଣସିଂହ. ମହାଭାରତ. ବନ

୨. ବହୁଲୋକଙ୍କୁ ଠେଲି ପେଲି କୌଣସି ସ୍ଥାନକୁ ଯିବା — ୨. To force one's way to a place.

ଶଲ୍ୱ ସୈନ୍ୟ ଭିତରେ ଝସାଇ ପଶିଲେ କୃଷ୍ଣସିଂହ. ମହାଭାରତ. ବନ

୩. ଦ୍ରୁତଗତିରେ କୌଣସି ସ୍ଥାନକୁ ଯିବା — ୩. To go to a place swiftly.

ସେ ଜଳ ଭିତରେ ପଶିଲା ଝସାଇ କୃଷ୍ଣସିଂହ, ମହାଭାରତ ଆଦି

୪. ଝାସିବା (ଦେଖ) - ୪. Jhāsibā (See)