ଝାସିବା
ଝାସିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଝଷ ଧାତୁ=ବଧ କରିବା; ସଂସ୍କୃତ - ଝମ୍ପ; ସଂସ୍କୃତ - ଘୂଷ ଧାତୁ=ପ୍ରତିଜ୍ଞା କରିବା)
ସମ୍ପାଦନା- ୧. ପ୍ରାଣତ୍ୟାଗ ବା ଆତ୍ମହତ୍ୟା ନିମନ୍ତେ ଅଗ୍ନିକୁ ବା ଜଳକୁ ଡେଇଁ ପଡ଼ିବା —୧. To plunge into fire or water to commit suicite.
- ୨. ପରଜନ୍ମରେ ଅଭୀପ୍ସିତ ଫଳଲାଭର ସଂକଳ୍ପ କରି ଜୀବନ ଉତ୍ସର୍ଗ କରିବା ନିମିତ୍ତ କୌଣସି ମହାତୀର୍ଥରେ ଜଳକୁ ଡେଇଁ ପଡ଼ିବା — ୨. To jump into the water of a sacred tank with the belief or resolve to attain one's aim in the next birth.
ବରତ କି କରି ନାହିଁ ଝାସିଥିଲି ଅଜଣାରେ ପୂରୁବରୁ ଭଞ୍ଜ, ବୈଦେହୀଶଳାସ
- ୩. କୌଣସି ଉଦ୍ଦିଷ୍ଟ ମହତ୍ ଫଳ ପ୍ରାପ୍ତ୍ୟର୍ଥ ନିଜର ପ୍ରାଣକୁ ଉତ୍ସର୍ଗ କରି ପ୍ରାଣତ୍ୟାଗ କରିବା — ୩. To sacrifice one's life for same noble aim.
ରଣେ ଝାସନ୍ତି ଯେଉଁ ବୀର ସମରେ ତ୍ୟଜନ୍ତି ଶରୀର ଜଗନ୍ନାଥ, ଭାଗବତ
- ୪. ହଠାତ୍ ଆକ୍ରମଣ କରିବା — ୪. To attack suddenly.
- ୫. ଡେଇଁ ପଡ଼ିବା; ଲମ୍ଫ ଦେବା — ୫. To jump into.
ଜଳରେ ପଡ଼ନ୍ତେ ଝାସି, ଧଇଲେ ଦାସୀ ଯେ ପ୍ରତାପ, ଶଶିଶେଣା
- ୬. ଦ୍ରୁତଗତିରେ ପ୍ରବେଶ କରିବା — ୬. To enter swiftly.
ସଂକୁଚେଣ ଯିକ ଝାଡ଼େ ଝାସୁ ପ୍ରାଚୀ. ରହସ୍ୟମଞ୍ଜରୀ
- ୬. କୌଣସି ଜୀବ ବା ଶିକାର ଉପରକୁ କୁଦିବା — ୭. To swoop upon a prey.