ଝରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ମଧ୍ୟପ୍ରଦେଶରେ କଥିତ ଏକପ୍ରକାର ଓଡ଼ିଆ ଭାଷା — A form of the Oriya language spoken in the Central Provinces.

ଗ୍ରାମ୍ୟ - (ଇତର)ବିଶେଷଣ - ସମ୍ପାଦନା

ଝଡ଼ିଆ (ଦେଖ) - Jhaṟḍ̠iā (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ଝଡ଼ି; ତୋଫାନ — ୧. Tempest.
୨. ତୋଫାନମିଶା ବର୍ଷା —୨. Rain with wind.
୩, ସୁନ୍ଦରଗଡ,ସମ୍ବଲପୁର,ଝାରସୁଗୁଡା (ପଶଚିମ ଓଡିଶା) ଓ ଛତିଶଗଡ ରେ ବାସ କରୁଥିବା ଯଦୁବନଶୀ ଗଉଡ( ଯାଦବ ) -୧, Yaduvanshi gauda (Yadav) caste of western odisha and chhattishgarh
4, ଗଉଡ ମାନଙ୍କର ଏକ ଶାଖା (ଝରିଆ/ଯଦୁଆ/ଯାଦବା) - a sect of gauda (yadav) , Aabheer community.