ଝଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଝଡ଼ଯୁକ୍ତ (ପାଗ) — ୧. Tempestuous; windy (weather).
୨. ଝଡ଼ ଯୋଗୁଁ ଗଛରୁ ଝଡ଼ି ପଡ଼ିଥିବା (ଫଳ) — ୨. Wind-fallen (fruits).