ଝମ୍ପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଝମ୍ପ (ଦେଖ) - ୧. Jhampa (See)
୨. ଝାମ୍ପିବା; ଜବରଦସ୍ତି ଛଡ଼ାଇ ନେବା; ବଳପୂର୍ବକ ଅପହରଣ —୨. Kidnapping; snatching away; forcible taking away.

ଶୋଭିନୀ ସାରୀ ସିଦ୍ଧ ମଠାଲିଙ୍ଗନ ଜ୍ଞାନ ଝମ୍ପା ରୂପକହିଁ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

=== ଦେଶଜ - ବିଶେଷ୍ୟ -

ଝୁମ୍ପା (ଦେଖ) - Jhumpā (See)