ଝମ୍ପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଝମ୍=ଅନୁକରଣ ଶବ୍ଦ+ପା ଧାତୁ+ଭାବ. ଅ; ତୁଳ, ଇଂରାଜୀ - ଜମ୍ପ୍) ସମ୍ପାଦନା

ଲମ୍ଫ୍; କୁଦା; ଡ଼ିଆଁ — A jump; a spring; a plunge; a leap.