ଝଙ୍କାଝଙ୍କ୍
ଝଙ୍କାଝଙ୍କ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଝକାଝକ୍ (ଦେଖ) - Jhakājhak (see)
ଦେଶଜ - ବିଶେଷଣ -
ସମ୍ପାଦନା- ୧. ବହୁଳ; ପ୍ରଚୁର — ୧. Extensive; exuberant.
- ୨. ପେନ୍ଥା ପେନ୍ଥା ଫଳ ଆଦିରେ ପୂର୍ଣ୍ଣ (ବୃକ୍ଷାଦି) — ୨. (trees) Laden with bunches of fruits and flowers.
ଦେଶଜ - କ୍ରି. ବିଶେଷଣ -
ସମ୍ପାଦନା- ୧. ବଡ଼ ବଡ଼ ଟୋକାଇ ପୂର୍ଣ୍ଣ କରି — ୧. In large basketfuls.
- ୨. ପ୍ରଚୁର ପରିମାଣରେ —୨. In sufficient quantities; exuberently.
- ୩. ଟଣା ଓଟରା ହୋଇ — ୩. Accompanied with pulling and pushing.
- ୪. ଉଭୟ ପକ୍ଷରୁ ଖୁବ ବଳ ପ୍ରୟୋଗ ପୂର୍ବକ — ୪. Very vigorously on both sides.
( ଯଥା—ସେ ଦୁହେଁ ଝଙ୍କାଝଙ୍କ୍ ଲଢ଼ିଲେ)