ଝଙ୍କାଝଙ୍କ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଝକାଝକ୍ (ଦେଖ) - Jhakājhak (see)

ଦେଶଜ - ବିଶେଷଣ - ସମ୍ପାଦନା

୧. ବହୁଳ; ପ୍ରଚୁର — ୧. Extensive; exuberant.
୨. ପେନ୍ଥା ପେନ୍ଥା ଫଳ ଆଦିରେ ପୂର୍ଣ୍ଣ (ବୃକ୍ଷାଦି) — ୨. (trees) Laden with bunches of fruits and flowers.

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

୧. ବଡ଼ ବଡ଼ ଟୋକାଇ ପୂର୍ଣ୍ଣ କରି — ୧. In large basketfuls.
୨. ପ୍ରଚୁର ପରିମାଣରେ —୨. In sufficient quantities; exuberently.
୩. ଟଣା ଓଟରା ହୋଇ — ୩. Accompanied with pulling and pushing.
୪. ଉଭୟ ପକ୍ଷରୁ ଖୁବ ବଳ ପ୍ରୟୋଗ ପୂର୍ବକ — ୪. Very vigorously on both sides.

( ଯଥା—ସେ ଦୁହେଁ ଝଙ୍କାଝଙ୍କ୍ ଲଢ଼ିଲେ)