ଝକାଝକ୍
ଝକାଝକ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର)
ସମ୍ପାଦନା- ୧. ଝିଙ୍କାଝିଙ୍କି; ଟଣାଓଟରା — ୧. Mutual pulling; tugging.
- ୨. ଟଣାଟଣି ପୂର୍ବକ ବିବାଦ; ଫଉଜଦାରୀ — ୨. Affray; brawl.
- ୩. ଅନ୍ୟୋନ୍ୟରେ କଳିକଜିଆ ବା ଉଚ୍ଚୈଃସ୍ୱରରେ ବିବାଦ — ୩. Wrangling; mutual quarreling; loud recrimination between two persons.
- ୪. ପଣ୍ୟଦ୍ରବ୍ୟର ଭାଉ ସମ୍ୱନ୍ଧେ ବାଦ ପ୍ରତିବାଦ — ୪. Higgling and haggling.
- ୫. ବିବାଦ —୫. Dispute; altercation.
ଦେଶଜ - ବିଶେଷଣ -
ସମ୍ପାଦନାଝଙ୍କାଝଙ୍କ୍ (ଦେଖ) - Jhaṅkājhank (See)
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ)
ସମ୍ପାଦନାଜକ୍ଜକ୍ —Glittering.