ବିଶେଷଣ(ପୁଂଲିଙ୍ଗ)(ବହୁବ୍ରୀହି ସମାସ) [୧] ସମ୍ପାଦନା

  • ଯେ ସାରକୁ ଜାଣିଅଛି
  • ସାରଜ୍ଞ
  • ଜ୍ଞାନଗୋଚରରେ

ବିଶେଷ୍ୟ ସମ୍ପାଦନା

  • ଜ୍ଞାନର ସୀମା

ଆଧାର ସମ୍ପାଦନା

  1. ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା-୧୦୧୨

ଜ୍ଞାତସାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାତ+ସାର) ସମ୍ପାଦନା

ଜ୍ଞାନର ସୀମା — Range of knowledge; ken.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି) ସମ୍ପାଦନା

ବିବେକୀ; ଜ୍ଞାନୀ — Learned; Considerate.

ଛାଡ଼ିଦଅ ମୂଷା ତୁମ୍ଭେ ତ ଜ୍ଞାତସାର ମୂଷା ବୋଇଲା ହେ ତୁମ୍ଭେ ତ ବଳିଆର—କୃଷ୍ଣସିଂହ. ମହାଭାରତ. ଶାନ୍ତି