ଜ୍ଞାତସାର
- ଯେ ସାରକୁ ଜାଣିଅଛି
- ସାରଜ୍ଞ
- ଜ୍ଞାନଗୋଚରରେ
- ଜ୍ଞାନର ସୀମା
ଆଧାର
ସମ୍ପାଦନା- ↑ ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା-୧୦୧୨
ଜ୍ଞାତସାର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାତ+ସାର)
ସମ୍ପାଦନାଜ୍ଞାନର ସୀମା — Range of knowledge; ken.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
ସମ୍ପାଦନାବିବେକୀ; ଜ୍ଞାନୀ — Learned; Considerate.
ଛାଡ଼ିଦଅ ମୂଷା ତୁମ୍ଭେ ତ ଜ୍ଞାତସାର ମୂଷା ବୋଇଲା ହେ ତୁମ୍ଭେ ତ ବଳିଆର—କୃଷ୍ଣସିଂହ. ମହାଭାରତ. ଶାନ୍ତି