ଜୋ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୁ) ସମ୍ପାଦନା

୧. ଜୁ (ଦେଖ) - — ୧. Ju (See)

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଗ)

୧. ବୀଜପବନାଦିର ପ୍ରକୃତ ସୁଯୋଗ — ୧. Fit time for sowing seed and doing other agricultural operations.
୨. ଜୋଓକାଠି; ତନ୍ତୁବାୟକର୍ତ୍ତୃକ ବ୍ୟବହୃତ ଯଷ୍ଟିଦଣ୍ଡ— ବିଶେଷ; ଯଦ୍ଦ୍ୱାରା ଟାଣୀ ଓ ଭରଣୀ ସୂତାକୁ ଟାଣି ରଖାଯାଏ —୩. The rods which a weaver uses for holding the warp and the woof during weaving.
୩. ଅବସର; ସୁବିଧା —୪. Opportunity.