ଜାଲ
ଜାଲ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)
ସମ୍ପାଦନା- ୧. ଜୀବଜନ୍ତୁ ଆଦି ଧରିବା ନିମନ୍ତେ ପ୍ରସ୍ତୁତ ସୂତ୍ରାଦି ନିର୍ମିତ ଯନ୍ତ୍ର; ଫାନ୍ଦ — ୧. Share.
- ୨. ଫାସ —୨. Noose.
- ୩. ବୁଢ଼ିଆଣୀ ସୂତା —୩. Cobweb; spider's web.
- ୪. ମାଛ ଧରିବାର କ୍ଷୁଦ୍ର କ୍ଷୁଦ୍ର ଛିଦ୍ରଯୁକ୍ତ ଯନ୍ତ୍ର —୪. Net.
[ଦ୍ରଷ୍ଟବ୍ୟ —ଏହା ଅନେକ ପ୍ରକାରର; ଯଥା—ଖିଅଜାଲ, ଖେପା ଜାଳ, ପେଲଣା ଜାଲ, କାଠି ବା ଖାଡ଼ି ଜାଲ, ଗଣ୍ଠି ଜାଲ ବା ଚୂନା ଜାଲ, ଭିଡ଼ ବା ବଡ଼ ଜାଲ ଓ ଜାଲ ପୋଳୁହ ଇତ୍ୟାଦି]
ବୈଦେଶିକ - ବିଶେଷ୍ୟ - ଓ ବିଂ. (ଆରବୀ - ଜଅଲ)
ସମ୍ପାଦନାଜାଲ୍ (ଦେଖ) - Jāl (See)