ଜାଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ) ସମ୍ପାଦନା

୧. ଜୀବଜନ୍ତୁ ଆଦି ଧରିବା ନିମନ୍ତେ ପ୍ରସ୍ତୁତ ସୂତ୍ରାଦି ନିର୍ମିତ ଯନ୍ତ୍ର; ଫାନ୍ଦ — ୧. Share.
୨. ଫାସ —୨. Noose.
୩. ବୁଢ଼ିଆଣୀ ସୂତା —୩. Cobweb; spider's web.
୪. ମାଛ ଧରିବାର କ୍ଷୁଦ୍ର କ୍ଷୁଦ୍ର ଛିଦ୍ରଯୁକ୍ତ ଯନ୍ତ୍ର —୪. Net.

[ଦ୍ରଷ୍ଟବ୍ୟ —ଏହା ଅନେକ ପ୍ରକାରର; ଯଥା—ଖିଅଜାଲ, ଖେପା ଜାଳ, ପେଲଣା ଜାଲ, କାଠି ବା ଖାଡ଼ି ଜାଲ, ଗଣ୍ଠି ଜାଲ ବା ଚୂନା ଜାଲ, ଭିଡ଼ ବା ବଡ଼ ଜାଲ ଓ ଜାଲ ପୋଳୁହ ଇତ୍ୟାଦି]

ବୈଦେଶିକ - ବିଶେଷ୍ୟ - ଓ ବିଂ. (ଆରବୀ - ଜଅଲ) ସମ୍ପାଦନା

ଜାଲ୍ (ଦେଖ) - Jāl (See)