ଜାଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜଅଲ୍; ଜାଲ୍) ସମ୍ପାଦନା

୧. କପଟଲେଖନ କୃତ୍ରିମଲେଖା —୧. Forged writing; forgery.
୨. କପଟତା —୨. Deception.

ବିଶେଷଣ - ସମ୍ପାଦନା

୧. କୃତ୍ରିମ —୧. Forged; counterfeit.
୨. କପଟୀ —୨. Deceptive.