ଜର୍ଦାଲୁ
ଜର୍ଦାଲୁ
ଉଚ୍ଚାରଣ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫା)
ସମ୍ପାଦନାଜରଦାଲୁ (ଦେଖ) - Jaradālu (See)
ଜର୍ଦାଲୁ
ଉଚ୍ଚାରଣ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫା)
ସମ୍ପାଦନାଏକପ୍ରକାର କାବୁଲୀ ମିଷ୍ଟ ଓ ଶୁଷ୍କଫଳ — A kind of sweet dry fruit brought from Kabul.
[ଦ୍ରଷ୍ଟବ୍ୟ — ଏହାର ଉପର ଚୋପା ସୁସ୍ୱାଦୁ ଓ ମିଷ୍ଟ ଏହା ଭିତରର ଶାଗୁଆ ମଞ୍ଜିକୁ ଭାଙ୍ଗିଦେଲେ ତହିଁ ମଧ୍ୟରୁ ବାଦାମ ପରି ସୁଖାଦ୍ୟ ଶସ ବାହାରେ]