ଜରଦାଲୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜର୍ଦାଲୁ) ସମ୍ପାଦନା

ଏକ ପ୍ରକାର କାବୁଲି ଖାଦ୍ୟ ଫଳ; ଖୋବାନୀ —A sort of Kabuli fruit; the apricot; Prunus Armeniaca.