ଜବେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜବ୍ୱେ—ଅନ୍ୟରୂପ)

  • (file)
  • (file)

ଦେଶଜ - କ୍ରି. ବିଣ—(ସଂସ୍କୃତ - ଜବ=ବେଗ) ସମ୍ପାଦନା

ବେଗରେ; ଶୀଘ୍ର — Quickly.

ଏଥୁ ଅନ୍ତେ ଦେବେ ପବନ ପରି ଜବେ କୃଷ୍ଣସିଂହ. ମହାଭାରତ. ବନ

ବୈଦେଶିକ - ବିଶେଷ୍ୟ - (ଆରବୀ - ) ସମ୍ପାଦନା

ଜବାଇ (ଦେଖ) - Jabāi (See)