ଜବାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜବହ୍; ଜବୀହା) ସମ୍ପାଦନା

ମୁସଲମାନ୍ମାନଙ୍କଦ୍ୱାରା କୋରାନର ନିର୍ଧିଷ୍ଟ ମନ୍ତ୍ର ପାଠ ପୂର୍ବକ ଈଶ୍ୱରଙ୍କ ନାମ ଉଚ୍ଚାରଣ କରୁ କରୁ ପଶୁପକ୍ଷୀ ଆଦିଙ୍କର କଣ୍ଠଛେଦନ; କୋରାନ ମତେ ପଶୁଚ୍ଛେଦନ; ହଲାଲ୍; ହଲାର୍ —Cutting the throat of animals by Mahomedans while uttering a certain quoranic text.