ବିଶେଷ୍ୟ () ସମ୍ପାଦନା

  • ବାକ୍ୟ
  • ଉତ୍ତର
  • ପ୍ରତ୍ଵୁତ୍ତର
  • ଭୃତ୍ୟାଦିଙ୍କର ପ୍ରଭୁଙ୍କୁ ଅବିନୟ-ସୂଚକ ଉତ୍ତର
  • ପତ୍ରର ଉତ୍ତର
  • ମକଦମାରେ ପ୍ରତିବାଦୀ ବା ମୁଦାଲା ଦଖଲ କରିବା ଉତ୍ତର ବା ବର୍ଣ୍ଣନାପତ୍ର
  • ଶେଷ ଉତ୍ତର
  • କୈଫିୟତ୍
  • ଅଙ୍ଗୀକାର
  • ଚାକରକୁ ଚାକିରିରୁ ଶେଷ ବିଦାୟ ଦେବା

ଚାକିରିରୁ ଇସ୍ତଫା ଦେବା

  • ମେଳ; ଏକବସ୍ତୁ ସଙ୍ଗେ ଜୋଡ଼ ଖାଇବାପାଇଁ ପ୍ରସ୍ତୁତ ଅନ୍ୟ ବସ୍ତୁଜବାବ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ବାକ୍ୟ —୧. Word; speech.
୨. ଉତ୍ତର —୨. Reply; response; answer.
୩. ପ୍ରତ୍ୱୁତ୍ତର —୩. Rejoinder.
୪. ଭୃତ୍ୟାଦିଙ୍କର ପ୍ରଭୂଙ୍କୁ ଅବିନୟସୂଚକ ଉତ୍ତର — ୪. Insubordinate reply given to a master or superior.
୫. ପତ୍ରର ଉତ୍ତର —୫. Reply to a letter.
୬. ମକଦମାରେ ପ୍ରତିବାହୀ ବା ମୁଦାଲା ଦାଖଲ କରିବା ଉତ୍ତର ବା ବର୍ଣ୍ଣନାପତ୍ର —୬. Written statement field by a defendant or accused in a court.

[ଦ୍ରଷ୍ଟବ୍ୟ —ପୂର୍ବେ ଆମ ଦେଶରେ ମୁସଲମାନ୍ ରାଜତ୍ୱ ସମୟରେ ଯେଉଁ ମକଦମାମାନ କଚେରିରେ ହେଉଥିଲା ସେଥିରେ ବାଦୀ ଓ ପ୍ରତିବାଦିଙ୍କ ପକ୍ଷରୁ ଏକାଧିକ ଜବାବ୍ ଦାଖଲ୍ ହେଉଥିଲା ପ୍ରତିବାଦର ପ୍ରଥମ ବର୍ଣ୍ଣନାପତ୍ର=ଜବାବ୍ — Reply to the plaint; ଦ୍ୱୀତୀୟ ଜବାବ୍= ରଦ୍ଜବାବ୍ —Counter-reply, ତୃତୀୟ ଜବାବ୍=କଦଜବାବ୍ —Rejoinder. ଶେଷ ଜବାବ୍= ହଜ୍ଜବାବ୍ —Final rejoinder, last word of the defendent.]

୭. ଶେଷ ଉତ୍ତର —୭. Final reply.
୮. କୈଫିୟତ୍ — ୮. Explanation called for officially.
୯. ଅଙ୍ଗୀକାର —୯. Promise.
୧. ଚାକରକୁ ଚାକିରିରୁ ଶେଷ ବିଦାୟ ଦେବା — ୧୦. Diseharge or dismissal of servant from service.

ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରକୁ ଜବାବ୍ ଦେଲେ ଫକୀରମୋହନ. ଗଳ୍ପସ୍ୱଳ୍ପ

୧୧. ଚାକିରିରୁ ଇସ୍ତଫା ଦେବା — ୧୧. Resingnation from service.
୧୨. ମେଳ; ଏକବସ୍ତୁ ସଙ୍ଗେ ଜୋଡ଼ ଖାଇବାପାଇଁ ପ୍ରସ୍ତୁତ ଅନ୍ୟ ବସ୍ତୁ —୧୨. Counterfoil; counterpart; a thing made in order to tally with or fit into another thing.