ଜବାବ୍
- ବାକ୍ୟ
- ଉତ୍ତର
- ପ୍ରତ୍ଵୁତ୍ତର
- ଭୃତ୍ୟାଦିଙ୍କର ପ୍ରଭୁଙ୍କୁ ଅବିନୟ-ସୂଚକ ଉତ୍ତର
- ପତ୍ରର ଉତ୍ତର
- ମକଦମାରେ ପ୍ରତିବାଦୀ ବା ମୁଦାଲା ଦଖଲ କରିବା ଉତ୍ତର ବା ବର୍ଣ୍ଣନାପତ୍ର
- ଶେଷ ଉତ୍ତର
- କୈଫିୟତ୍
- ଅଙ୍ଗୀକାର
- ଚାକରକୁ ଚାକିରିରୁ ଶେଷ ବିଦାୟ ଦେବା
ଚାକିରିରୁ ଇସ୍ତଫା ଦେବା
- ମେଳ; ଏକବସ୍ତୁ ସଙ୍ଗେ ଜୋଡ଼ ଖାଇବାପାଇଁ ପ୍ରସ୍ତୁତ ଅନ୍ୟ ବସ୍ତୁଜବାବ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆ)
ସମ୍ପାଦନା- ୧. ବାକ୍ୟ —୧. Word; speech.
- ୨. ଉତ୍ତର —୨. Reply; response; answer.
- ୩. ପ୍ରତ୍ୱୁତ୍ତର —୩. Rejoinder.
- ୪. ଭୃତ୍ୟାଦିଙ୍କର ପ୍ରଭୂଙ୍କୁ ଅବିନୟସୂଚକ ଉତ୍ତର — ୪. Insubordinate reply given to a master or superior.
- ୫. ପତ୍ରର ଉତ୍ତର —୫. Reply to a letter.
- ୬. ମକଦମାରେ ପ୍ରତିବାହୀ ବା ମୁଦାଲା ଦାଖଲ କରିବା ଉତ୍ତର ବା ବର୍ଣ୍ଣନାପତ୍ର —୬. Written statement field by a defendant or accused in a court.
[ଦ୍ରଷ୍ଟବ୍ୟ —ପୂର୍ବେ ଆମ ଦେଶରେ ମୁସଲମାନ୍ ରାଜତ୍ୱ ସମୟରେ ଯେଉଁ ମକଦମାମାନ କଚେରିରେ ହେଉଥିଲା ସେଥିରେ ବାଦୀ ଓ ପ୍ରତିବାଦିଙ୍କ ପକ୍ଷରୁ ଏକାଧିକ ଜବାବ୍ ଦାଖଲ୍ ହେଉଥିଲା ପ୍ରତିବାଦର ପ୍ରଥମ ବର୍ଣ୍ଣନାପତ୍ର=ଜବାବ୍ — Reply to the plaint; ଦ୍ୱୀତୀୟ ଜବାବ୍= ରଦ୍ଜବାବ୍ —Counter-reply, ତୃତୀୟ ଜବାବ୍=କଦଜବାବ୍ —Rejoinder. ଶେଷ ଜବାବ୍= ହଜ୍ଜବାବ୍ —Final rejoinder, last word of the defendent.]
- ୭. ଶେଷ ଉତ୍ତର —୭. Final reply.
- ୮. କୈଫିୟତ୍ — ୮. Explanation called for officially.
- ୯. ଅଙ୍ଗୀକାର —୯. Promise.
- ୧. ଚାକରକୁ ଚାକିରିରୁ ଶେଷ ବିଦାୟ ଦେବା — ୧୦. Diseharge or dismissal of servant from service.
ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରକୁ ଜବାବ୍ ଦେଲେ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୧୧. ଚାକିରିରୁ ଇସ୍ତଫା ଦେବା — ୧୧. Resingnation from service.
- ୧୨. ମେଳ; ଏକବସ୍ତୁ ସଙ୍ଗେ ଜୋଡ଼ ଖାଇବାପାଇଁ ପ୍ରସ୍ତୁତ ଅନ୍ୟ ବସ୍ତୁ —୧୨. Counterfoil; counterpart; a thing made in order to tally with or fit into another thing.