ଜବତ୍
ଜବତ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷଣ - (ଫାରାସୀ - ଜଫତ୍ ଜବ୍ତ୍=ଅଧିକାର କରଣ; କୋରଖ କରିବା)
ସମ୍ପାଦନା- ୧. ସ୍ୱାଧିକୃତ; ସ୍ୱାଧିକାରରେ ଆନୀତ; କରାୟତ୍ — ୧. Brought under one's control oe power.
- ୨. ଅଧିକୃତ —୨. Occupied.
- ୩. ବଦଳିତ; ପରାଜିତ — ୩. Defeated; crushed; subdued.
- ୪. ଜପ୍ତ୍ (ଦେଖ) - ୪. Japt (See)
ବିଶେଷ୍ୟ -
ସମ୍ପାଦନା- ୧. ଆୟତ୍ତକୁ ବା ଅଧିକାରକୁ ଆଣିବା — ୧. Taking possession of a thing.
- ୨. ଜପ୍ତ୍ (ଦେଖ) - ୨. Japt (See)