ଜପ୍ତ୍
ଜପ୍ତ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବଣ. (ଆରବୀ - ଜବ୍ତି; ଜଫ୍ତି)
ସମ୍ପାଦନା- ୧. ଅଟକ ରଖାଯିବା; କ୍ରୋକ କରାଯାଇଥିବା (କୌଣସି ପଦାର୍ଥ) — ୧. Kept under attachment or sezure; restrained; attached
- ୨. ରାଜା ବା ସରକାରଙ୍କଦ୍ୱାରା ଅଧିକୃତ — ୨. Taken possession of; seized by the king of Governmeent.
- ୩. ବାଯ୍ୟାପ୍ତ —୩. Resumed.
- ୪. ନିୟମକୁ ଆନୀତ —୪. Regulated.
- ୫. ଶାସିତ —୫. Ruled; controlled; checked.
- ୬. ଅପମାନିତ —୬. Humbled; dishonoured; crestfallen.
- ୭. ପରାଜିତ —୭. Vanquished.
- ୮. ଦଣ୍ଡିତ —୮. Punished; taught a lesson.
- ୯. ତାକିଦ୍ କରାଯାଇଥିବା —୯. Warned.
- ୧. କୋରଖ୍ ସମ୍ୱନ୍ଧାୟ — ୧୦. Relating to attachment.
ବିଶେଷ୍ୟ - (ଆରବୀ - ଜପ୍ତ୍)
ସମ୍ପାଦନା- ୧. କ୍ରୋକ୍ —୧. Attachment.
- ୨. ସମ୍ପତ୍ତିକୁ ଅଟକାଇ ରଖିବା — ୨. Talking a property under custody.
- ୩. ରାଜା ବା ସରକାରଙ୍କଦ୍ୱାରା ଅପରାଧୀର ସମ୍ପତ୍ତି ଅଟକ — ୩. Attachment of the property of an offending lperson by the king by Government.