ଜଡ଼
- ଶୀତଳ
- ଜମାଟ
- ବୁଦ୍ଧିହିନ; ମନ୍ଦବୁଦ୍ଧି; ମୂର୍ଖ
- ଅଚେତନ; ନିର୍ଜୀବ
- ନିଷ୍ପନ୍ଦ
- ଅଳସୁଆ; ନିଶ୍ଚେଷ୍ଟ; ନିରୁଦ୍ୟମ
- ଅଜ୍ଞ
- ଏକୀଭୁତ; ଠୁଳ କରାଯାଇଥିବା
- ମୂକ
- ସ୍ଫୁର୍ତ୍ତିହୀନ
- ଆଛନ୍ନ
- ମୋହିତ
- ଅନ୍ଧ
- ବଧୀର
- ବେଦପାଠରେ ଅସମର୍ଥ
- ସ୍ତବ୍ଧ
- ଜଳ
- ସୀମା
- ସୀସା
- ନିର୍ବୁଦ୍ଧି ବା ପାଗଳା ଲୋକ
- ନିର୍ଜୀବ ପଦାର୍ଥ
ବିଶେଷଣ (ଦେଶଜ)
ସମ୍ପାଦନା- ଅସଲ
- ଜାଡ଼; ଶୀତ
- ଶୂତଋତୁ
- ଅସଲ ବା ପ୍ରଧାନ ବସ୍ତୁ
- ଚେର; ମୂଳ
- ନିଅଁ
- ପ୍ରଧାନ କାରଣ; ମୌଳିକ କାରଣଜଡ଼
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଜଳ୍ ଧାତୁ=ଜମା କରିବା ଆଚ୍ଛାଦନ କରିବା +କତ୍ତୃ. ଅ; ଳ ସ୍ଥାନରେ ଡଂ)
ସମ୍ପାଦନା- ୧. ଶୀତଳ —୧. Frigid; cold.
- ୨. ଜମାଟ —୨. Frozen.
- ୩. ବୁଦ୍ଧିହୀନ; ମନ୍ଦବୁଦ୍ଧି; ମୂର୍ଖ — ୩. Stupid, idiotic.
- ୪. ଅଚେତନ; ନିର୍ଜୀବ — ୪. Lifeless; inanimate.
- ୫. ନିଷ୍ପନ୍ଦ —୫. Motionless.
- ୬. ଅଳସୁଆ; ନିଶ୍ଚେଷ୍ଟ; ନିରୁଦ୍ୟମ —୬. Inert, idle.
- ୭. ଅଜ୍ଞ —୭. Ignorant.
- ୮. ଏକୀଭୂତ; ଠୁଳ କରାଯାଇଥିବା — ୮. Heaped together; collected.
- ୯. ମୂକ —୯. Dumb.
- ୧. ସ୍ପୂର୍ତ୍ତିହୀନ —୧୦. Inactive.
- ୧୧. ଆଛନ୍ନ —୧୧. Covered.
- ୧୨. ମୋହିତ —୧୨. Fascinated; infatuated.
- ୧୩. ଅନ୍ଧ —୧୩. Blind.
- ୧୪. ବଧୀର (ହିନ୍ଦୀ - ଶବ୍ଦସାଗର) —୧୪. Deaf.
- ୧୫. ବେଦପାଠରେ ଅସମର୍ଥ (ହିନ୍ଦୀ - ଶବ୍ଦସାଗର) — ୧୫. Unable or incompetent to study the Bedas.
- ୧୬. ସ୍ତବ୍ଦ (ହିନ୍ଦୀ - ଶବ୍ଦସାଗର) —୧୬. Still.
ଦେଶଜ - ବିଶେଷଣ -
ସମ୍ପାଦନାଅସଲ —Genuine; original.
ଆଗେ ମଉସା, ଜଡ଼ ପଇସା—ପ୍ରବଚନ
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଜଳ —୧. Water.
- ୨. ସୀମା —୨. Boundary.
- ୩. ସୀସା —୩. Lead (metal).
- ୪. ନିର୍ବୁଦ୍ଧି ବା ପାଗଲା ଲୋକ —୪. An idiot.
- ୫. ନିର୍ଜୀବ ପଦାର୍ଥ —୫. Inanimate substance.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଜାଡ଼; ଶୀତ —୧. Cold.
ଅଙ୍ଗେ ଅଙ୍ଗେ ଜଡ଼ ପୁଣି ଗଲା ଯେ ପ୍ରବର୍ତ୍ତି ଉପେନ୍ଦ୍ରଭଞ୍ଜ—କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. ଶୀତଋତୁ —୨. The winter season.
ବସନ୍ତେ ସେ ଜଡ଼ ଶକ୍ତିଘାତ ତୁଟି ବିକାଶନ୍ତି ରାମ ନଳିନ ମଳିନ ଆସ୍ୟ ଉପେନ୍ଦ୍ରଭଞ୍ଜ—ବୈଦେହୀଶବିଳାସ
- ୩. ଅସଲ ବା ପ୍ରଧାନ ବସ୍ତୁ — ୩. Chief or most valuable thing.
(ଯଥା—ଆଲୋ ମଉସା; ଜଡ଼ ପଇସା—ପ୍ରବଚନ)
ଅନୁବାଦ
ସମ୍ପାଦନା- ୪. (ସଂସ୍କୃତ - ଜଟା)—ଚେର; ମୂଳ — ୪. Root.
- ୫. ନିଅଁ —୫. Foundation.
- ୬. ପ୍ରଧାନ କାରଣ; ମୋଳିକ କାରଣ —୬. Root cause.