ଜଟି
ଜଟି
ଉଚ୍ଚାରଣ
ସମ୍ପାଦନା(ଜଟୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜଟ୍ ଧାତୁ+ଇ)
ସମ୍ପାଦନା- ୧. ଜଟା — ୧. Clotted hair; matted hair.
- ୨. ଅଶ୍ୱତ୍ଥ ବୃକ୍ଷ — ୨. The relligious fig tree.
- ୩. ସମୂହ —୩. Mass; multitude.
- ୪. ଜଟାମାଂସୀ (ଦେଖ) - ୪. Jaṭāmaṁsī (See)
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
ସମ୍ପାଦନାଚୁଟି; ଶିଖା; ଚୁର୍କି — Tuft of hair.
ଜଟି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଜଟାମାଂସୀ (ଦେଖ) - ୧. Jaṭāmāṁsī (See)
- ୨. ଜଟିଳ (ଦେଖ) - ୨. Jaṭiḻa (See)
- ୩. ଜଟି (ଦେଖ) - ୩. Jaṭi (See)