ଜଟିଳ
ଜଟିଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଜଟିଳା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଟା +ଅଛି ଅର୍ଥରେ ଇଳ) ସମ୍ପାଦନା
- ୧. ଜଟାଧାରୀ — ୧. Having matted locks.
- ୨. ଜଟାଯୁକ୍ତ —୨. Matted; entangled.
- ୩. ଦୁର୍ବୋଧ୍ୟ; ଗୋଳମାଳିଆ —୩. Complex; complicated; hard to understand; intricate.
ବୋଇଲା ରାବଣ ଜାଣିଲି ଜଟିଳ ହୋଇଛି ପ୍ରକାଶେ ତହିଁ—ବୈଦେହୀଶବିଳାସ
- ୪. ଗଣ୍ଠିଗଣ୍ଠିଆ —୪. Knotty.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା
- ୧. ସନ୍ୟାସୀ; ବ୍ରହ୍ମଚାରୀ —୧. An ascetic.
- ୨. ମହାଦେବ —୨. Ṡiba
- ୩. ସିଂହ —୩. Lion.
- ୪. ବଟବୃକ୍ଷ —୪. Baniyan tree.
- ୫. ଏକ ଜାତୀୟ ଅଶ୍ୱତ୍ଥ ଗଛ; ପକ୍ଷବୃକ୍ଷ — ୫. The woved-leafed; fig tree.
- ୬. ଜଟାମାଂସୀ (ଦେଖ) - ୬. Jaṭāmaṁsī (See)