ସର୍ବନାମ,ବିଶେଷଣ

  • ଅସ୍ଥାୟୀ
  • ଚଳନ୍ତି
  • ସାମୟିକ
  • ବଦଳୁଥିବା
  • ଅସ୍ଥାବର

ଦେଶଜ,ବିଶେଷ୍ୟ

  • ଲିଙ୍ଗାଏତ୍ ଶୈବ ସମ୍ପ୍ରଦାୟର ଗୁରୁ
  • ଜଙ୍ଗମୁ<ref_ଅଜନ୍ତା ଓଡ଼ିଆ ଅଭିଧାନ,ପୃଷ୍ଟା ୫୫୩=""/>ଜଙ୍ଗମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବିପରୀତ—ସ୍ଥାବର)

ଅନୁବାଦ ସମ୍ପାଦନା

(ଜଂଗମ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ) ସମ୍ପାଦନା

୧. ଚଳନ୍ତ; ଗତି କରୁଥିବା ୧. Moving.

ଜଙ୍ଗମ ହେବାର ଜମ୍ୱୁନନ୍ଦସାର ଶିରୀ ସ୍ଫୁରିଲା ସେ କି ପ୍ରକାର— କବିସୂର୍ଯ୍ୟ. କିଶୋରୀଚମ୍ପୁ ଜ—ଗୀତ

୨. ଯାହାକୁ ଏକ ସ୍ଥାନୀରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରେ; ଅସ୍ଥାବର —୨. Movable.
୩. ଅସ୍ଥାୟୀ; ଅଚିର — ୩. Not permanent; non-abiding.
୪. ପରିବର୍ତ୍ତନଶୀଳ —୪. Changeable.
୫. ବଦଳୁଥିବା —୫. Changing.
୬. କିଛିକାଳସ୍ଥାୟୀ; ସାମୟିକ —୬. Temporary.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦକ୍ଷିଣଭାରତର ଲିଙ୍ଗାଏତ୍ ନାମକ ଶୈବସମ୍ପ, ଦାୟର ଗୁରୁ —Spiritual preceptor of the Liṅgāet sect of ṡiba worshipper in south India.

[ଦ୍ରଷ୍ଟବ୍ୟ — ଏମାନେ ଦୁଇ ଶ୍ରେଣୀର— ବିଭକ୍ତ ଓ ଗୃହସ୍ଥ 'ବିଭକ୍ତ' ମାନେ ମୁଣ୍ଡରେ ଜଟା ରଖନ୍ତି ଓ କୌପନି ମାରନ୍ତି ଓ ଲିଙ୍ଗଏତ୍— ମାନେ ବିରକ୍ତମାନଙ୍କୁ ବେଶି ମାନ୍ୟ କରନ୍ତି—ହିନ୍ଦୀ - ଶବ୍ଦସାଗର ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଶିବପୂଜକ ତେଲଙ୍ଗା ଜାତିବିଶେଷ — A cast among the Telugus who worship Ṡiba.