ଜଙ୍ଗମ
ସର୍ବନାମ,ବିଶେଷଣ
- ଅସ୍ଥାୟୀ
- ଚଳନ୍ତି
- ସାମୟିକ
- ବଦଳୁଥିବା
- ଅସ୍ଥାବର
ଦେଶଜ,ବିଶେଷ୍ୟ
- ଲିଙ୍ଗାଏତ୍ ଶୈବ ସମ୍ପ୍ରଦାୟର ଗୁରୁ
- ଜଙ୍ଗମୁ<ref_ଅଜନ୍ତା ଓଡ଼ିଆ ଅଭିଧାନ,ପୃଷ୍ଟା ୫୫୩=""/>ଜଙ୍ଗମ
ଉଚ୍ଚାରଣ
ସମ୍ପାଦନା(ବିପରୀତ—ସ୍ଥାବର)
ଅନୁବାଦ
ସମ୍ପାଦନାଜଙ୍ଗମ
|
(ଜଂଗମ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଯ ଙ ଲୁଗନ୍ତ ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପୁନଃପୁନଃ ବା ଅନବରତ ଗମନ କରେ)
ସମ୍ପାଦନା- ୧. ଚଳନ୍ତ; ଗତି କରୁଥିବା ୧. Moving.
ଜଙ୍ଗମ ହେବାର ଜମ୍ୱୁନନ୍ଦସାର ଶିରୀ ସ୍ଫୁରିଲା ସେ କି ପ୍ରକାର— କବିସୂର୍ଯ୍ୟ. କିଶୋରୀଚମ୍ପୁ ଜ—ଗୀତ
- ୨. ଯାହାକୁ ଏକ ସ୍ଥାନୀରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରେ; ଅସ୍ଥାବର —୨. Movable.
- ୩. ଅସ୍ଥାୟୀ; ଅଚିର — ୩. Not permanent; non-abiding.
- ୪. ପରିବର୍ତ୍ତନଶୀଳ —୪. Changeable.
- ୫. ବଦଳୁଥିବା —୫. Changing.
- ୬. କିଛିକାଳସ୍ଥାୟୀ; ସାମୟିକ —୬. Temporary.
ଦେଶଜ - ବିଶେଷ୍ୟ -
ସମ୍ପାଦନାଦକ୍ଷିଣଭାରତର ଲିଙ୍ଗାଏତ୍ ନାମକ ଶୈବସମ୍ପ, ଦାୟର ଗୁରୁ —Spiritual preceptor of the Liṅgāet sect of ṡiba worshipper in south India.
[ଦ୍ରଷ୍ଟବ୍ୟ — ଏମାନେ ଦୁଇ ଶ୍ରେଣୀର— ବିଭକ୍ତ ଓ ଗୃହସ୍ଥ 'ବିଭକ୍ତ' ମାନେ ମୁଣ୍ଡରେ ଜଟା ରଖନ୍ତି ଓ କୌପନି ମାରନ୍ତି ଓ ଲିଙ୍ଗଏତ୍— ମାନେ ବିରକ୍ତମାନଙ୍କୁ ବେଶି ମାନ୍ୟ କରନ୍ତି—ହିନ୍ଦୀ - ଶବ୍ଦସାଗର ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
ସମ୍ପାଦନାଶିବପୂଜକ ତେଲଙ୍ଗା ଜାତିବିଶେଷ — A cast among the Telugus who worship Ṡiba.