ଜଗତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗତୀ) ସମ୍ପାଦନା

୧. ଜଗତୀ (ଦେଖ) - ୧. Jagatī (See)
୨. ପୋଖରୀ ମଝିରେ ଥିବା କ୍ରିଡ଼ା ମନ୍ଦିର (କୋଠାଘର, ଅଟ୍ଟାଳିକା) —୨. A playhouse built in the middle of a pond.

ନାଚ ଘେନି ନାବିକେ ଜଗତି ଉଠ ଦୀନକୃଷ୍ଣ. ଜଗମୋହନ

୩. ଉଚ୍ଚପୀଠ — ୩. A raised platform.
୪. ପାଟରାଙ୍କ ବଂଶୋପାଧି ବିଶେଷ —୪. A family-title of the Pāṭarā (cloth-dealer) caste.