ଜଗତୀ
ଜଗତୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜଗତ୍+ସ୍ତ୍ରୀ. ଈ)
ସମ୍ପାଦନା- ୧. ସଂସାର; ପୃଥିବୀ; ଭୂବନ — ୧. The earth; the world,
ବିଚକ୍ଷଣାରେ ! ବିନା ତୋ ପ୍ରୀତି କେ ଗତି ଅଛି ଜଗତିରେ ! କବିସୂର୍ଯ୍ୟ. କିଶୋରୀଚମ୍ପୂକ. ଗୀତ !
- ୨. ଜଗତର ଲୋକେ; ସଂସାରର ଲୋକେ; ମାନବଗଣ — ୨. The whole world; mankind; the people (Apte).
- ୩. ଦ୍ୱାଦଶାକ୍ଷର ବୈଦିକ ଛନ୍ଦାବିଶେଷ — ୩. A vedic metre of ୧୨ letters.
ଅଷ୍ଟାବତ୍ର ବୋଇଲେ ବର୍ଷବାରମାସ ଜଗତୀ ଛନ୍ଦେ ଅଛି ଅକ୍ଷର ଦ୍ୱାଦଶ କୃଷ୍ଣସିଂହ. ମହାଭାରତ. ବନ
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୪. ଗୋ; ଗାଈ —୪. A cow (Apte).
- ୫. ଘରତଳି ଜମି — ୫. The site of a house. (Apte).
- ୬. ଜମ୍ୱୁବୃକ୍ଷରୋପିତ କ୍ଷେତ୍ର — ୬. A field planted with Jambu (Apte).
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବେଦୀ —୧. Elevated platform.
ଜଗତୀ ଉପରେ ଜଗତ ମୋହିନୀ ବସି ହେଉଥିଲା ବେଶ ରାଧାନାଥ. ଯଯାତି
- ୨. ଜଳ — ୨. Water.
ବର୍ଣ୍ଣ କୁଜ୍ଝଟତି ବ୍ୟାପିଗଲା ଜଗତୀରେ ଝଟତି ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ
- ୩. ବଡ଼ ଅଟ୍ଟାଳିକା — ୩. Palatial building.
ଦ୍ୱିରଦ—ରଦ—ଗବାକ୍ଷ—ଶୋଭିତ ସ୍ପଟିକ—ଜଗତୀ ସୌଧେ ମନୋହର ଅତି ରାଧାନାଥ. ମହାଯାତ୍ରା