ଜଗଜିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - (ପ୍ରାଚୀନ)ବିଶେଷଣ - (ସଂସ୍କୃତ - ଜଗଜ୍ଜେତା) ସମ୍ପାଦନା

ଜଗଜିଣା (ଦେଖ) - Jagajiṇā (See)

ସାଆନ୍ତଙ୍କ ଝିଅ ଜଗଜିତା, ହଲେଇ ଦିଅନ୍ତି କୀପ ମଲକଢ଼ି, ଦେଖେଇ ଦିଅନ୍ତି ବାହାକିତଃ— ଢ଼ଗ

ବିଶେଷ୍ୟ - ସମ୍ପାଦନା

ଯେଉଁ ଲୋକ ଜଗତକୁ ଜିଣି ପାରେ —The man who can vanquish the whole creation.